April 4, 2020

ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରଣ କରେ ମୁଗ

ମୁଗ ଡାଲି ଶରୀର ପାଇଁ ଭଲ। ଏଥିରେ ପୋଷକ ତତ୍ତ୍ୱ ଭରପୂର ରହିଛି। ଏହି ଡାଲି ଶରୀରର ଓଜନ କମ୍‌ କରିବା ସହିତ ଡାଇବେଟିସ ରୋଗ ପାଇଁ ବହୁ ଉପକାରୀ।

୧- ମୁଗରେ ଭରପୂର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଛି। ଯାହା ପାଚନ କ୍ରିୟାରେ ସହାୟକ ହୋଇଥାଏ।
୨- ମୁଗରେ ଆଣ୍ଟି ଫଙ୍ଗଲ ଓ ଆଣ୍ଟି ମାଇକ୍ରୋବାୟଲ ଗୁଣ ରହିଥିବାରୁ ବ୍ଲଡ ସୁଗାର ସ୍ତରକୁ ନିୟନ୍ତ୍ରିତ ରଖିଥାଏ।
୩- ମୁଗ ଉଚ୍ଚ ରକ୍ତରାପ ଦୂର କରିଥାଏ।
୪- ମୁଗରେ ଆଣ୍ଟି କ୍ୟାନ୍‌ସର ଓ ଆଣ୍ଟି ଟ୍ୟୁମର ଗୁଣ ରହିଛି। ଏହାଛଡା ଓଜନ କମ୍‌ କରିବା ପାଇଁ ଏହା ସବୁଠାରୁ  ଲାଭଦାୟକ।

Leave a Reply

Your email address will not be published. Required fields are marked *