ହିଜବୁଲ ମୁଖ୍ୟ ଓ ଭତକଲ ବ୍ରଦର୍ସକୁ ଆତଙ୍କୀ ଘୋଷଣା

ନୂଆଦିଲ୍ଲୀ : ଆତଙ୍କବାଦୀ ନିରୋଧ ଆଇନ ୟୁଏପିଏ ଅନୁଯାୟୀ ହିଜବୁଲ ମଜାହିଦ୍ଦିନର ମୁଖ୍ୟ ସୟଦ ସଲାଉଦ୍ଦିନ ଓ ଇଣ୍ଡିଆନ ମୁଜାହିଦ୍ଦିନର ପ୍ରତିଷ୍ଠାତା ଭତକଲ ବ୍ରଦର୍ସଙ୍କ ସମେତ ୧୮ ଜଣଙ୍କୁ ଆତଙ୍କୀ ଘୋଷଣା କରାଯାଇଛି। ୧୯୯୯ ଇଣ୍ଡିଆନ ଏୟାରଲାଇନ୍ସ ବିମାନ ଅପହରଣ ଘଟଣାରେ ସାମିଲ ଅବଦୁଲ ରୌଫ, ଇବ୍ରାହିମ ଅଥର ଓ ୟୁସୁଫ ଆଝାରଙ୍କ ନାଁ ଏହି ୧୮ତାଲିକାରେ ରହିଛି।

ମତାମତ ଦିଅନ୍ତୁ ।