ରାଶିଫଳ (ମଙ୍ଗଳବାର)

ଆଷାଢ (ମିଥୁନ) ୧୬ ଦିନ ଜୁନ୍ ୩୦ ତାରିଖ, ୨୦୨୦
ମେଷ: ଆଜି ଆପଣଙ୍କର ବନ୍ଧୁମିଳନ ଯୋଗ ରହିଛି । ସୁଖାଦ୍ୟ ପ୍ରାପ୍ତି ହୋଇପାରେ । ଦିନଟି ମଧ୍ୟମ ଫଳଦାୟକ ହେବ ।
ବୃଷ: ନୂତନ ବନ୍ଧୁଲାଭ ଯୋଗ ରହିଛି । ହସ ଖୁସିରେ ଦିନଟି କଟିବ ।
ମିଥୁନ: ଶତ୍ରୁମାନେ ଦୂରେଇ ରହିବେ । ମନୋବଳ ଦୃଢ଼ ରହିବ । ଆୟ ସ୍ଥିର ରହିବ ।
କର୍କଟ: ଚିନ୍ତାଗ୍ରସ୍ତ ହେବେ । ମନ ବ୍ୟାକୁଳ ହେବ । ସହଯୋଗ ମିଳିବାରେ ବ୍ୟାହାତ ଘଟିପାରେ । ମହାଦେବଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
ସିଂହ: କଳହ ଯୋଗ ରହିଛି । ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ । ମା’ ଲକ୍ଷ୍ମୀଙ୍କୁ ଉପାସନା କରନ୍ତୁ ଲାଘବ ହେବ ।
କନ୍ୟା ପ୍ରତିଷ୍ଠାଲାଭ ଯୋଗ ରହିଛି । ପ୍ରଶଂସିତ ହୋଇପାରନ୍ତି । ଆୟ ମଧ୍ୟମ ହେବ ।
ତୂଳା: ମନ ବ୍ୟାକୁଳ ହେବ । ଆଶା ବୃଦ୍ଧି ପାଇବ । ଆୟ ସ୍ଥିର ରହିବ ।
ବିଛା: ଆବଦ୍ଧ ଯୋଗ ରହିଛି । ସତର୍କ ରୁହନ୍ତୁ । ଭଗବାନ ହନୁମାନଙ୍କୁ ସ୍ମରଣ କରନ୍ତୁ ଲାଘବ ହେବ ।
ଧନୁ: ବ୍ୟୟଯୋଗ ରହିଛି । ଜଗିରଖି ଖର୍ଚ୍ଚ କରନ୍ତୁ । ମା’ କାଳୀଙ୍କୁ ଉପାସନା କରନ୍ତୁ ଲାଘବ ହୋଇପାରେ ।
ମକର: ଆୟ ଯୋଗ ରହିଛି । ଆଳସ୍ୟ ବର୍ଜନ କରନ୍ତୁ । ସୁଖ ସମ୍ପଦ ମିଳିପାରେ ।
କୁମ୍ଭ: କାର୍ଯ୍ୟ ସଫଳ ହେବ । ଆୟ ଭଲ ହେବ । ସମ୍ମାନିତ ହୋଇପାରନ୍ତି ।
ମୀନ: ଦାନ ଧର୍ମ ପ୍ରତି ମନ ବଳାଇ ପାରନ୍ତି । ଶାନ୍ତି ଅନୁଭବ କରିବେ । ଦିନଟି ଭଲରେ କଟିବ ।

ମତାମତ ଦିଅନ୍ତୁ ।