ଜମ୍ମୁ-କଶ୍ମୀରର ରଣବୀର କପୁରଙ୍କ ପରଲୋକ

ମୁମ୍ବାଇ : ଜମ୍ମୁ-କଶ୍ମୀରର ରଣବୀର କପୁରଙ୍କ ନାମରେ ପରିଚିତ କାଶ୍ମିରୀ ମଡେଲ୍‌ ଜୁନୈଦ ଶାହଙ୍କ ହୃଦଘାତରେ ଆଜି ପରଲୋକ ହୋଇଛି। ସେ ଦେଖିବାକୁ ଠିକ ବଲିଉଡ ଅଭିନେତା ରଣବୀର କପୁରଙ୍କ ଭଳି। ସେଥିପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିଲେ। କାଶ୍ମୀରର ପ୍ରସିଦ୍ଧ ସାମ୍ବାଦିକ ୟୁସୁଫ ଜୁନୈଦ ନିଜ ଟ୍ଵିଟର ଆକାଉଣ୍ଟରେ ଟ୍ଵିଟ୍‌ କରି କହିଛନ୍ତି ଜୁନୈଦ ଶାହ ଆଉ ଏ ଦୁନିଆରେ ନାହାନ୍ତି। ବିଳମ୍ବିତ ରାତିରେ ତାଙ୍କ ପଡ଼ୋଶୀ ନିସାର ଅହମଦ ଶାହଙ୍କ ପୁଅ ଜୁନୈଦ ଶାହଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ଲୋକେ ତାଙ୍କୁ ବଲିଉଡ ଅଭିନେତା ରଣବୀର କପୁରଙ୍କ କାର୍ବନ୍‌ କପି ବୋଲି କହୁଥିଲେ।

  ମୟୁରଭଞ୍ଜ : ରୋହିତ୍ ପୃଷ୍ଟି ଓ ଗିରିଧାରୀ ପୃଷ୍ଟି ବିଜେପି ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ

ମତାମତ ଦିଅନ୍ତୁ ।