ଜାନୁଆରୀ ପହିଲାରୁ ନୂଆ ଭୋଟର ପଞ୍ଜିକରଣ

ଭୁବନେଶ୍ଵର : ଜାନୁଆରୀ ପହିଲାରୁ ନୂଆ ଭୋଟର ପଞ୍ଜିକରଣ ଆରମ୍ଭ ହେବ। ୧୮ ବର୍ଷ ହୋଇଥିଲେ ଭୋଟ ପାଇଁ ପଞ୍ଜିକରଣ କରିପାରିବେ। ଫର୍ମ-୬ରେ କରବେ ଆବେଦନ। ଏଥିସହ ଭୋଟର ପରିଚୟ ପତ୍ର ସଂଶୋଧନ ହୋଇପାରିବ। ଏ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସବୁ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।