ଯଶୋବନ୍ତ ଜେଠଓ୍ୱାଙ୍କୁ ଅତିରିକ୍ତ ଦାୟିତ୍ୱ

0

ଭୁବନେଶ୍ୱର : ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍ ଅଧିକାରୀ ଯଶୋବନ୍ତ ଜେଠଓ୍ୱାଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଆଇନ ଶୃଙ୍ଖଳା ଏଡିଜି ସହିତ ଅତିରିକ୍ତ ଭାବେ କ୍ରାଇମବ୍ରାଞ୍ଚ ଏଡିଜି ଦାୟିତ୍ୱ ତୁଲାଇବେ।

ସୂଚନାଯୋଗ୍ୟ କ୍ରାଇମବ୍ରାଞ୍ଚ ଏଡିଜି ଥିବା ବରିଷ୍ଠ ଆଇପିଏସ୍‌ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଭୁବନେଶ୍ୱର-କଟକ କମିଶନରେଟ ପୋଲିସ୍‌ କମିଶନର ଦାୟିତ୍ଵ ମିଳିବାରୁ ସେହି ପଦବୀ ଖାଲିଥିଲା।

Leave A Reply

Your email address will not be published.