ଝରାଫୁଲ ମୃତ୍ୟୁ : ଧରାପଡ଼ିଲେ ଆଉ ଜଣେ ଅଭିଯୁକ୍ତ

ଭୁବନେଶ୍ୱର : ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ଫେରାର ଅଭିଯୁକ୍ତ ଶକ୍ତିଶେଖର ସ୍ୱାଇଁକୁ ଯାଜପୁର ପୋଲିସ ଗିରଫ କରିଛି।

ସୂଚନାଯୋଗ୍ୟ ଏହି ଘଟଣାରେ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ରାକେଶ ସ୍ୱାଇଁ ଓ ପରେ ଅମରେଶ ରାଉତଙ୍କୁ ଗିରଫ କରାଯାଇଥିଲା। ଝରାଫୁଲଙ୍କ ମୃତଦେହକୁ ସ୍କୁଟିରେ ନେଇ ଫିଙ୍ଗିବାରେ ସହଯୋଗ କରିଥିଲା ଶେଖର। ସେହିପରି ଅମରେଶ ଜାନୁୟାରୀ ୨୬ତାରିଖରେ ଖଣ୍ଡଗିରି ଧର୍ମବିହାର ଶିବସାଇ ଗେଷ୍ଟହାଉସରେ ରାକେଶ ଓ ଝରାଫୁଲଙ୍କ ପାଇଁ ରୁମ୍‌ ବୁକ୍‌ କରିଥିଲେ।

Leave a Reply

Your email address will not be published. Required fields are marked *

Back to top button