ଜୁଆ ଆଡ୍ଡାରୁ ୬ ଜୁଆଡ଼ି ଗିରଫ

ଘୁ.ଉଦୟଗିରି : କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରିରେ ଜୁଆ ଆଡ୍ଡା ଉପରେ ଚଢ଼ଉ ହୋଇଛି। ଆଇଆଇସି ନରେଶ ସାହୁଙ୍କ ନେତୃତ୍ୱରେ ଗତକାଲି ରାତିରେ ହୋଇଥିବା ଚଢଉରେ ୬ ଜୁଆଡ଼ିଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରୁ ୬ ମୋବାଇଲ, ୧ଲକ୍ଷ ୩୫ ହଜାର ୧୫୦ ଟଙ୍କା ଓ ତାସ ଜବତ ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।