ଯୁବ ବିଜେଡି ସାଧାରଣ ସମ୍ପାଦକ କଳ୍ପତରୁ ଓଝା ବହିଷ୍କୃତ

ଭୁବନେଶ୍ୱର : ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ କଳ୍ପତରୁ ଓଝା ଦଳରୁ ବହିଷ୍କୃତ। ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳର ସୁପ୍ରିମୋ ତୁରନ୍ତ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କିଛି ସମୟ ପୂର୍ବରୁ କଳ୍ପତରୁ ଅସନ୍ତୋଷ ଜାହିର କରିବା ସହିତ ଦଳର ନେତୃତ୍ୱ ଓ ଚୟନ ସଠିକ୍ ଢଙ୍ଗରେ ହୋଇନଥିବା ଅଭିଯୋଗ ଆଣିଥିଲେ। ବିଜେଡି ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜଙ୍କ ସୂଚନା ହେଲା ବିରୋଧୀ କାର୍ଯ୍ୟ ପାଇଁ କଳ୍ପତରୁ ଓଝାଙ୍କୁ ଦଳରୁ ବହିଷ୍କାର କରାଯାଇଛି।

ମତାମତ ଦିଅନ୍ତୁ ।