କଳାହାଣ୍ଡି ଓ ବଲାଙ୍ଗୀର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର : ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଓ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ପାଇଁ ନୂଆ କୁଳପତି ନିଯୁକ୍ତ କରାଯାଇଛି। ପ୍ର. ଉମାବଲ୍ଲଭ ମହାପାତ୍ର ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିବା ବେଳେ କଳାହାଣ୍ଡି ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ର. ସଞ୍ଜୟ ଶତପଥୀଙ୍କୁ ଦାୟିତ୍ଵ ମିଳିଛି।

Leave a Reply

Your email address will not be published. Required fields are marked *

Back to top button