କମ୍‌ ଦାମ୍‌ରେ ମିଳିବ ମଦ

ଭୁବନେଶ୍ୱର: ମଦ ଉପରେ ଲାଗୁଥିବା ସ୍ୱତନ୍ତ୍ର କୋଭିଡ ଶୁଳ୍କ ଏବେ ୫୦ ପ୍ରତିଶତରୁ ୧୫ ପ୍ରତିଶତକୁ କମୟ ଦିଆଯାଇଛି। ମଦ ଉପରେ ଅତିରିକ୍ତ କୋଭିଡ ଶୁଳ୍କରୁ ୨୦୦ କୋଟି ଟଙ୍କା ମିଳିଛି। ପଡୋଶୀ ରାଜ୍ୟର ଅତିରିକ୍ତ ଶୁଳ୍କକୁ ଦେଖି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ମତାମତ ଦିଅନ୍ତୁ ।