କଂଗ୍ରେସରୁ ଇସ୍ତଫା ଦେଲେ ସ୍ମୃତିରେଖା ପହି

ଭୁବନେଶ୍ଵର : କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସ୍ମୃତିରେଖା ପହି। ସେ ତାଙ୍କ ଇସ୍ତଫା ପତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ପତ୍ର ପଠାଇ ଦେଇଛନ୍ତି ।

୨୦୧୯ ସାଧାରଣ ନିର୍ବାଚନରେ ସ୍ମୃତିରେଖା ଧର୍ମଶାଳାରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। କଂଗ୍ରେସ ଦିନକୁ ଦିନ ତଳକୁ ଯାଉଥିବାରୁ ଦଳ ଉପରେ ଆଉ ଭରଷା ପାଉନାହିଁ। ଏହାଛଡା ଧର୍ମଶାଳାରେ ଅନେକ ସମସ୍ୟା ପ୍ରସଙ୍ଗରେ ଦଳର ସହଯୋଗ ମିଳିନଥିବାରୁ ସେ ଇସ୍ତଫା ଦେଇଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button