Breaking Newsରାଜ୍ୟ

କରୋନା ଆକ୍ରାନ୍ତ ଚିହ୍ନଟ ପାଇଁ ପ୍ରକାଶ ତ୍ରିପାଠୀଙ୍କ ପ୍ରୟାସ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱରରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ୱାର୍ଡ଼ ନମ୍ୱର -୧୧ ଭିଏସସନଗର ଅଞ୍ଚଳରେ ଥର୍ମାଲ ସ୍କ୍ରିନିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହି କାର୍ଯ୍ୟକ୍ରମରେ କୋବିଡ ସଚେତକ ଡଃ ପ୍ରକାଶ ତ୍ରିପାଠୀ ଓ ସୌମ୍ୟ ରଞ୍ଜନ ପ୍ରଧାନ, ସୁଚିତ୍ରା ବେହେରା ଓ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଦସ୍ୟ ଘରକୁ ଘର ବୁଲି ସାଧାରଣ ଲୋକଙ୍କ ଥର୍ମାଲ ସ୍କ୍ରି ନିଂ କରି ତାପମାତ୍ରା ମାପି ଭୁବନେଶ୍ୱର ମହାନଗର ନିଗମକୁ ଅବଗତ କରାଇଛନ୍ତି।

ମତାମତ ଦିଅନ୍ତୁ ।

Back to top button