Breaking Newsରାଜ୍ୟ
କରୋନା : କ୍ଵାରେଣ୍ଟାଇନ୍ରେ ଡାକ୍ତର, କର୍ମଚାରୀ ଓ ରୋଗୀ

ପୁରୀ : ପୁରୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଆଇସିୟୁରୁ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଜଣାପଡିବା ପରେ ଆଇସିୟୁ ଦାୟିତ୍ଵରେ ଥିବା ଡାକ୍ତର, କର୍ମଚାରୀ ଓ ସେଠାରେ ଚିକିତ୍ସିତ ହେଉଥିବା ସମସ୍ତ ରୋଗୀଙ୍କୁ କ୍ଵାରେଣ୍ଟାଇନ୍ରେ ରଖାଯାଇଛିି। ଗତକାଲି ସଂଧ୍ୟାରେ ରୋଗୀ ଜଣକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ତାଙ୍କୁ କୋଭିଡ୍-ହସ୍ପିଟାଲ୍କୁ ପଠାଇ ଦିଆଯାଇଛି।