Breaking Newsମନୋରଞ୍ଜନ

କରୋନା ମୁକ୍ତ ହେଲେ ଅନୁପମ ଖେରଙ୍କ ମା’

ମୁମ୍ବାଇ : ବଲିଉଡ ଅଭିନେତା ଅନୁପମ ଖେରଙ୍କ ମା’ କରୋନା ମୁକ୍ତ ହୋଇଛନ୍ତି। ସେ ସୁସ୍ଥହୋଇ ଘରକୁ ଫେରିଛନ୍ତି। ଟ୍ୱିଟରରେ ଏକ ଭିଡିଓ ସେୟାର କରି ଅନୁପମ ଖେର ଏ ବିଷୟରେ ସୂଚନା ଦେଇଛନ୍ତି। ଏହି ଭିଡିଓରେ ସେ ତାଙ୍କ ମାଆଙ୍କ ସହିତ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। ଅନୁପମ ଖେର କହିଛନ୍ତି ତାଙ୍କ ମା’ଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ସମୟ ଲାଗିବ।

ମତାମତ ଦିଅନ୍ତୁ ।

Back to top button