କରୋନା ନେଲା ଆଉ ୯ ଜଣଙ୍କ ମୁଣ୍ଡ

ଭୁବନେଶ୍ଵର : ରାଜ୍ୟରୁ ଆଜି କରୋନା ୯ ଜଣଙ୍କ ମୁଣ୍ଡ ନେଇଛି କରୋନା। ଫଳରେ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୧୬ରେ ପହଞ୍ଚିଛି। ମୃତକଙ୍କ ମଧ୍ୟରେ ଗଞ୍ଜାମର ୬ ଜଣ ଥିବା ବେଳେ ଖୋର୍ଦ୍ଧା, ଯାଜପୁର ଓ ପୁରୀ ଜଣେ ଲେଖାଏଁ ରହିଛନ୍ତି। ଏହି ସଂଖ୍ୟାକୁ ମିଶାଇ ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୧୨, ପୁରୀରେ ୪, ଖୋର୍ଦ୍ଧା ୩୦ ଓ ଯାଜପୁର ଜିଲ୍ଲାରେ ୩ ଛୁଇଁଛି।

ମତାମତ ଦିଅନ୍ତୁ ।