କରୋନା ପାଇଁ ବିଜୟ ଶୋଭାଯାତ୍ରା ହେବନି : ମମତା

କୋଲକାତା : ପଶ୍ଚିମବଙ୍ଗରେ ତ୍ରୁଣମୂଳ କଂଗ୍ରେସ ଭଲ ପ୍ରଦର୍ଶନ କରିଥିବାରୁ ଏହାର ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଉ ଉତ୍ସାହିତ କର୍ମୀମାନଙ୍କୁ କହିଛନ୍ତି ମହାମାରୀ ପାଇଁ ବିଜୟ ଉତ୍ସବ ପାଳିବେନି। ସମସ୍ତେ ନିଜ ନିଜ ଘରକୁ ଫେରିଯାଅ। ମୁଁ ସନ୍ଧ୍ୟା ୬ଟା ପରେ ଗଣମାଧ୍ୟମରେ ସୂଚନା ଦେବି। ବିଜୟ ଉତ୍ସବ ନେଇ ପରେ ନିଷ୍ପତ୍ତି ନିଆଯିବ। ଅନେକ ଲୋକ କରୋନାରେ ଆକ୍ରାନ୍ତ ଅଛନ୍ତି। ସମସ୍ତେ ମାସ୍କ ପିନ୍ଧନ୍ତୁ ଓ କରୋନା ନିମୟ ମାନନ୍ତୁ।

Leave a Reply

Your email address will not be published. Required fields are marked *

Back to top button