କଟକ ଓ ଭୁବନେଶ୍ଵରରେ ଟ୍ରାଫିକ୍ ୨ ମିନିଟ୍‌ ବନ୍ଦ ରହିବ

ଭୁବନେଶ୍ୱର : କଟକ ଓ ଭୁବନେଶ୍ଵରରେ ଆଜି ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍ ଟ୍ରାଫିକ୍ ବନ୍ଦ ରହିବ। କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ନିରବ ପ୍ରାର୍ଥନା ଲାଗି ଏହି ବନ୍ଦ ହେବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଆଉ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ପାଇଁ ଅପିଲ୍‌ କରାଯାଇଛି।

ମତାମତ ଦିଅନ୍ତୁ ।