ଭୁବନେଶ୍ୱର : କଟକ ଓ ଭୁବନେଶ୍ଵରରେ ଆଜି ସନ୍ଧ୍ୟା ୬ଟାରୁ ୬ଟା ୨ ମିନିଟ୍ ଟ୍ରାଫିକ୍ ବନ୍ଦ ରହିବ। କରୋନା ଯୋଦ୍ଧାଙ୍କ ସମ୍ମାନର୍ଥେ ନିରବ ପ୍ରାର୍ଥନା ଲାଗି ଏହି ବନ୍ଦ ହେବ ବୋଲି କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି। ଆଉ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା ପାଇଁ ଅପିଲ୍ କରାଯାଇଛି।
2020-08-05