କେନ୍ଦୁଝର : ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ

କେନ୍ଦୁଝର : ଘଟଗାଁ ବ୍ଲକ୍ ମୁକୁନ୍ଦପୁରପାଟଣା ପଞ୍ଚାୟତର ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘରେ ଭିଜିଲାନ୍ସ ରେଡ ହୋଇଛି।

ଖବର ଅନୁଯାୟୀ ମଙ୍ଗଳବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆରଏସ ସୌଭାଗ୍ୟଲକ୍ଷ୍ମୀ ତ୍ରିପାଠୀଙ୍କ ଘର ସମେତ ୪ ସ୍ଥାନରେ ଏକକାଳୀନ ଚଢଉ ଚାଲିଛି। ଏଥିରେ ରହିଛି ତାଙ୍କ ଅଫିସ, ବାସଭବନ, ହୋଟେଲ ଓ ଜଣେ ସମ୍ପର୍କୀୟ ଭାଇଙ୍କ ଘର। ତେବେ ଭିଜିଲାନ୍ସମାନଙ୍କ ହାତରେ କଣ ତଥ୍ୟ ଲାଗିଛି ତାହା ଜଣାପଡିନାହିଁ।

Leave a Reply

Your email address will not be published. Required fields are marked *

Back to top button