ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ଵର : ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଫେଜ୍‌-୨ରୁ ଜଣେ ଯୁବକଙ୍କୁ ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି (ଏନଆଇଏ) ଟିମ୍ ଉଠାଇ ନେଇଛି। ତେବେ କେଉଁ ଲିଙ୍କରେ ତାଙ୍କୁ ନିଆଯାଇଛି ତାହା ଜଣାପଡି ନାହିଁ। ଯୁବକଙ୍କର ପରିଚୟ ମିଳିନଥିଲେ ହେଁ କୌଣସି ଧମକ ପୂର୍ଣ୍ଣ ବାର୍ତ୍ତା ପଠାଇଥିବା ସୂଚନା ମିଳିଛି। ମୋବାଇଲ ଓ ଲାପଟପ୍‌ ଜବତ ହୋଇଥିବା ବେଳେ ତାଙ୍କର ଆତଙ୍କବାଦୀ ଲିଙ୍କ୍‌ ଥାଇପାରେ ବୋଲି କୁହାଯାଉଛି।

ମତାମତ ଦିଅନ୍ତୁ ।