ଖୋଲିଲା ପ୍ରାଣୀ ଉଦ୍ୟାନ ନନ୍ଦନକାନନ

ଭୁବନେଶ୍ୱର : ମହାମାରୀ କାରୋନା ପାଇଁ ଦୀର୍ଘ ୭ ମାସ ବନ୍ଦ ରହିଥିଲା ପ୍ରାଣୀ ଉଦ୍ୟାନ ନନ୍ଦନକାନନ। ରବିବାର ସକାଳ ୮ଟାରୁ ଏହା ପର୍ଯ୍ୟଟକଙ୍କ ପାଇଁ ଖୋଲିଛି। କାଉଣ୍ଟର ଓ ଅନଲାଇନରେ ଟିକଟ ବିକ୍ରି ହେଉଛି। ସ୍ୱଚ୍ଛତା ଓ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ନନ୍ଦନକାନନ ପରିସରକୁ ବିଶୋଧନ କରିବାକୁ ଯଥେଷ୍ଟ ପରିମାଣର ହ୍ୟାଣ୍ଡ ସାନିଟାଇଜର ମେସିନ୍ ଓ ୨ଟି ବିଦ୍ୟୁତ ଚାଳିତ ସିଞ୍ଚନ ମେସିନର ବ୍ୟବସ୍ଥା କରାଯାଇଛି।

ମତାମତ ଦିଅନ୍ତୁ ।