କୋଭିଡ୍ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚମ୍ପଟ

ବ୍ରହ୍ମପୁର : ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଗିରଫ ଦୁଇ ଅଭିଯୁକ୍ତ କରୋନା ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ ବ୍ରହ୍ନପୁର ଟାଟା କୋଭିଡ୍ ହସପିଟାଲକୁ ନିଆଯାଇଥିଲା। ସେଠାରୁ ଦୁହେଁ ଚମ୍ପଟ ମାରିଛନ୍ତି। ଗତ ୧୨ ତାରିଖରୁ ଅଭିଯୁକ୍ତ ଦ୍ୱୟ ଚମ୍ପଟ ମାରିଥିବା ହସ୍ପିଟାଲ କର୍ତ୍ତୃପକ୍ଷ ଗୋପାଳପୁର ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।