କୋଭିସିଲ୍ଟ ଟିକା ଦାମ କମାଇଲା ସେରମ୍ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ : କୋଭିସିଲ୍ଡ ଟିକାର ଦାମ୍ ୨୫ ପ୍ରତିଶତ କମିବ। ପ୍ରସ୍ତୁତକାରୀ କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଅଦର ପୁୁନାଓ୍ୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ପୁନାଓ୍ୱାଲା କହିଛନ୍ତି ରାଜ୍ୟ ସରକାର ପାଇଁ ଡୋଜ ପିଛା ମୂଲ୍ୟ ୩୦୦ ଟଙ୍କା ରହିବ। ତୁରନ୍ତ ଏହାକୁ କାର୍ଯ୍ୟକାରୀ କରିବାକୁ ସେ ନିର୍ଦ୍ଦେଶ ଦେଇଥିବା ସିଏନବିସି ଟିଭିକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି। କମ୍ପାନୀର ଏହି ନିଷ୍ପତ୍ତି ଯୋଗୁ ଅଧିକରୁ ଅଧିକ ଟିକାକରଣ ସହିତ ରାଜ୍ୟ ସରକାରଙ୍କ ଆର୍ଥିକ ଭାର କମିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button