ଲକ୍ଷ୍ମୀକାନ୍ତ ସେଠୀ ବିଏମସି ଅତିରିକ୍ତ କମିଶନର

ଭୁବନେଶ୍ଵର : ବରିଷ୍ଠ ପ୍ରଶାସନିକ ଅଧିକାରୀ ଲକ୍ଷ୍ମୀକାନ୍ତ ସେଠୀ ବିଏମସିର ନୂତନ ଅତିରିକ୍ତ କମିଶନର ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି। ଦୀର୍ଘ ଦିନ ଧରି ଏହି ପଦବୀ ଖାଲି ପଡିଥିଲା।