ଲଫଡା ଗାଁରେ ତ୍ରିପିଲ ମର୍ଡର

କୁଚିଣ୍ଡା : ମହୁଲିପାଲି ଥାନା ଲଫଡା ଗାଁରେ ତ୍ରିପିଲ ମର୍ଡର। ଜମିବାଡିକୁ ନେଇ ଏହି ଘଟଣା ଘଟିଛି। ଖବର ଅନୁଯାୟୀ ଜମିବାଡି ବିବାଦକୁ କେନ୍ଦ୍ରକରି ଅଭିଯୁକ୍ତ ପଡୋଶୀ ନନୀନ ଦେହେରା ଟିଙ୍ଗିଆରେ ହାଣି ହୀରାବତୀ ବେହେରା, ଝିଅ ସାବିତ୍ରୀ ବେହେରା ଓ ଜ୍ଵାଇଁ ଗିରିଧାରୀ ବେହେରାଙ୍କୁ ହତ୍ୟା କରିଛି। ଆଜି ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।