ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଭାରତୀୟ ସେନାର ଉପ ପ୍ରମୁଖ

0

ନୂଆଦିଲ୍ଲୀ : ଭାରତୀୟ ସେନାର ଉପ ପ୍ରମୁଖ ପଦରେ ଆଜି ଅବସ୍ଥାପିତ ହୋଇଛନ୍ତି ଲେଫ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀଙ୍କୁ। ଏହି ପଦବୀରେ ଥିଲେ ଜେନେରାଲ ଚଣ୍ଡୀ ପ୍ରସାଦ ମାହାନ୍ତି।

ନ୍ୟାସନାଲ ଡିଫେନ୍ସ ଏକାଡୋମୀର ପୂର୍ବତନ ଛାତ୍ର ଜେନେରାଲ ଦ୍ୱିବେଦୀ ୧୯୮୪ ମସିହା ଡିସେମ୍ବର ମାସରେ ଜମ୍ମୁ-କାଶ୍ମୀରର ୧୮ ବାଟାଲିୟନରେ ଭର୍ତ୍ତି ହୋଇଥିଲେ। ୩୫ ବର୍ଷରୁ ଅଧିକ କ୍ୟାରିୟର ମଧ୍ୟରେ ଚୌକିବଲ ଠାରେ ହୋଇଥିବା ବିଦ୍ରୋହ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ମଣିପୁର ଆସାମ ରାଇଫଲ ସେକ୍ଟରରେ ବାଟାଲିୟନର ନେତୃତ୍ୱ ନେଇ ସେ ବେସ୍ ସଫଳତା ପାଇଥିଲେ।

Leave A Reply

Your email address will not be published.