Breaking Newsରାଜ୍ୟ

ମଦ ଦୋକାନ ବିରୋଧରେ ମହିଳାଙ୍କ ବିକ୍ଷୋଭ

ଭଦ୍ରକ : ଭଦ୍ରକ ଜିଲ୍ଲା ଭଣ୍ଡାରୀପୋଖରୀ ଥାନା ରାମଚନ୍ଦ୍ରପୁର ପଞ୍ଚାୟତଠାରେ ଏକ ମଦ ବାର୍ ରହିଛି। ସେଠାରେ ଆଉ ଏକ ନୂଆ ବାର୍ ପାଇଁ ପ୍ରସ୍ତୁତି ସରିଥିବାରୁ ଏହାକୁ ଅଞ୍ଚଳବାସୀ ବିରୋଧ କରିଛନ୍ତି। ସେଥିପାଇଁ ଜିଲ୍ଲାପାଳ ଓ ଆବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ସମ୍ମୁଖରେ ସେମାନେ ବିରୋଧ ପ୍ରଦର୍ଶନ କରିବା ସହିତ ଦାବିପତ୍ର ଦେଇଛନ୍ତି। ସେହି ଅଞ୍ଚଳରେ ଗୋଟିଏ ବାର୍ ଥିବାରୁ ଆଉ ବାର୍ ଖୋଲିବାକୁ ଅନୁମତି ନ ଦେବାକୁ ଦାବି କରିଛନ୍ତି।

ମତାମତ ଦିଅନ୍ତୁ ।

Back to top button