ମନରେଗା ମଜୁରି ବଢିଲା : ଓଡ଼ିଶାରେ ୨୧୫ ଟଙ୍କା

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ବା ମନରେଗା ମଜୁରି ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଓଡ଼ିଶା ପାଇଁ ମଜୁରି ହୋଇଛି ୨୧୫ ଟଙ୍କା। ପୂର୍ବରୁ ଥିଲା ୨୦୭ ଟଙ୍କା। ଏହାଛଡା ଅନ୍ୟ ରାଜ୍ୟ ଗୁଡ଼ିକ ଲାଗି ମଧ୍ୟ ମଜୁରି ବୃଦ୍ଧି କରାଯାଇଛି।

Leave A Reply

Your email address will not be published.