ମାନସ ଦତ୍ତ ବାଲେଶ୍ୱର ସଦର ଓ ରାଜକିଶୋର ତିର୍ତ୍ତୋଲ ବିଜେପି ପ୍ରାର୍ଥୀ

ଭୁବନେଶ୍ୱର : ବାଲେଶ୍ୱର ସଦର ଓ ଜଗତସିଂହପୁର ତିର୍ତ୍ତୋଲ ଉପନିର୍ବାଚନ ପାଇଁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି। ବାଲେଶ୍ୱର ସଦର ପାଇଁ ଦିଗଙ୍ଗତ ବିଜେପି ନେତା ମଦନମୋହନ ଦତ୍ତଙ୍କ ପୁଅ ମାନସ କୁମାର ଦତ୍ତଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି କଂଗ୍ରେସ ଛାଡ଼ି ବିଜେପିରେ ସାମିଲ ହୋଇଥିବା ରାଜକିଶୋର ବେହେରାଙ୍କୁ ଦଳ ତିର୍ତ୍ତୋଲ ପାଇଁ ପ୍ରାର୍ଥୀ କରିଛି।

ମତାମତ ଦିଅନ୍ତୁ ।