Breaking Newsରାଜ୍ୟ

ମଙ୍ଗଳବାରରୁ ଚାଲିବ ମୋ ବସ୍‌

ଭୁବନେଶ୍ୱର : ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ଵରର ୮ଟି ରୁଟ୍‌ରେ ନନ୍‌-ଏସି ମୋ ବସ୍‌ ଚଳାଚଳ କରିବ। ପ୍ରତିଦିନ ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବସ୍‌ ଅଗଷ୍ଟ ମାସ ସପ୍ତାହାନ୍ତ କଟକଣା ଦିନ ବନ୍ଦ ରହିବ। ମୋ ବସ୍ ପରିଚାଳନା କରୁଥିବା କ୍ରୂଟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରୁଟ୍‌- ୧୧, ୧୬, ୧୮, ୨୦, ୨୩, ୨୫, ୨୭, ୩୩ରେ ମୋ ବସ୍‌ ଚଳାଚଳ କରିବା ସହିତ କୋଭିଡ୍‌ ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି କୁହାଯାଇଛି।

ମତାମତ ଦିଅନ୍ତୁ ।

Back to top button