Breaking Newsରାଜ୍ୟ

ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ରିପୋର୍ଟ ନେଗେଟିଭ୍

ଭୁବନେଶ୍ଵର : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ କରୋନା ରିପୋର୍ଟ ନେଗେଟିଭ୍। ଦିଲ୍ଲୀ ଏମ୍ସରେ ଏହି ପରୀକ୍ଷା କରଯାଇଥିଲା। ଗତ ସପ୍ତାହରେ ନୀଳଗିରି ବିଧାୟକ ସୁକାନ୍ତ ନାୟକ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କ ସଂସ୍ପର୍ଶରେ ଆସିବା ପରେ ମନ୍ତ୍ରୀ ଶ୍ରୀ ଷଢଙ୍ଗୀ ନିଜକୁ କ୍ଵାରେଣ୍ଟାଇନରେ ରହିଥିଲେ। ନୀଳଗିରି ବ୍ଲକ ଛତ୍ରପୁର ଠାରେ କେଭିଆଇସି ତରଫରୁ ଆୟୋଜିତ ଏକ ସରକାରୀ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ସହ ନୀଳଗିରି ବିଧାୟକ ସୁକାନ୍ତ ନାୟକ ଉପସ୍ଥିତ ଥିଲେ।

ମତାମତ ଦିଅନ୍ତୁ ।

Back to top button