ମାଓବାଦୀ ଜାରି କଲେ ପଣବନ୍ଦୀ ଯବାନ ରାକେଶ୍ୱରଙ୍କ ଫଟୋ

ରାୟପୁର : ଛତିଶଗଡ଼ ବିଜାପୁର ଆକ୍ରମଣ ପରେ ନିଖୋଜ ଯବାନ ରାକେଶ୍ୱର ସିଂହ ମାନହାସଙ୍କ ଫଟୋ ମାଓବାଦୀମାନେ ଜାରି କରିଛନ୍ତି। ରାକେଶ୍ୱରଙ୍କୁ ଛାଡ଼ିବା ପାଇଁ ମଧ୍ୟସ୍ଥ ଦେବାକୁ ସେମାନେକହିଛନ୍ତି।

ଅନ୍ୟପକ୍ଷରେ ସିଆରପିଏଫ ଡିଜି କୁଲଦୀପ ସିଂହ କହିଛନ୍ତି ଶନିବାର ମାଓବାଦୀ ଆକ୍ରମଣ ପୂର୍ବରୁ ରାକେଶ୍ୱର ଅସୁସ୍ଥ ଥିଲେ। ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମିୟ ଆରମ୍ଭ ହେବା ମାତ୍ରେ ରାକେଶ୍ୱର ବସିପଡ଼ିଥିଲେ। ହେଲେ ସେ ଆହତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରି ନାହାନ୍ତି। ରାକେଶ୍ୱରଙ୍କ ସହିତ ଥିବା ଯବାନ ସେ ଅସୁସ୍ଥ ଥିବା ନେଇ ସୂଚନା ଦେଇଥିବା କୁଲଦୀପ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button