ମାଟି ତଳୁ ଉଦ୍ଧାର ହେଲା ବିପୁଳ ପରିମାଣର ବିସ୍ଫୋରକ

ମାଲକାନଗିରି : ଯୋଡ଼ାମ୍ବୋ ଥାନା ଅଞ୍ଚଳରୁ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇଛି। ଏସଓଜି ଓ ବିଏସଏଫର ମିଳିତ ଅପରେସନ୍ ସମୟରେ ମୁକୁଡ଼ିପଲ୍ଲୀ, ବେଇଜିଂ, ଜଂପଲୁରୁ, ପାରଲୁବନ୍ଧା ଓ ଗୁରାସେତୁ ନିକଟରୁ ଏହି ବିସ୍ଫୋରକ ମିଳିଛି। ଏହାଛଡ଼ା ଗୋଟିଏ ଦେଶୀ ରିଭଲଭର୍, ଇଲେକ୍ଟ୍ରୋନିକ୍ ଡିଟୋନେଟର୍ ଓ କିଛି ମାଓ ପତ୍ରିକା ଉଦ୍ଧାର ହୋଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।