ମେ’ ୩୧ ସୁଦ୍ଧା ୫ ଲକ୍ଷ କୋଭାକ୍ସିନ୍‌ ଡୋଜ୍‌ ଓଡିଶାରେ ପହଞ୍ଚିବ

ଭୁବନେଶ୍ଵର : ଆସନ୍ତା ମେ’ ୩୧ ତାରିଖ ସୁଦ୍ଧା ଓଡିଶାରେ ପହଞ୍ଚିବ କୋଭାକ୍ସିନ୍‌ର ୫ ଲକ୍ଷ ଡୋଜ୍। ସେହିପରି ଆଉ ୫ ଲକ୍ଷ ୩୪ ହଜାର କୋଭାକ୍ସିନ୍‌ ଟିକା ଜୁନ୍‌ ୧୫ ସୁଦ୍ଧା ପହଞ୍ଚିବ ବୋଲି ଭାରତ ବାୟୋଟେକ୍‌ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ମୋଟ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ୍‌ ଟିକା ପାଇଁ ଭାରତ ବାୟୋଟେକ୍‌କୁ ପର୍ଚେଜ୍‌ ଅର୍ଡର ଦେଇଥିଲେ।

Leave a Reply

Your email address will not be published. Required fields are marked *

Back to top button