ମେହବୁବାଙ୍କୁ ଇଡିର ସମନ

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମନି ଲଣ୍ଡରିଂ ମାମଲାରେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କୁ ସମନ କରିଛି। ମାର୍ଚ୍ଚ ୧୫ରେ ହାଜର ହେବାକୁ କୁହାଯାଇଛି। ତାଙ୍କ ନାଁରେ ପ୍ରିଭେନସନ ଅଫ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ମାମଲା କରାଯାଇଛି।

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ଦିନଠାରୁ ମେହବୁବା ମୁଫତି ଗୃହବନ୍ଦୀ ହୋଇ ରହିଥିଲେ। ୧୪ ମାସ ପରେ ଗୃହବନ୍ଦୀରୁ ମୁକୁଳି ଜମ୍ମୁ-କଶ୍ମୀରରେ ଧାରା ୩୭୦ ପୁଣି ଲାଗୁ କରିବାକୁ ଦାବି କରିthiba ବେଳେ ଚୀରପ୍ରତିଦ୍ୱନ୍ଦ୍ୱୀ ନ୍ୟାଶନାଲ କନଫରେନ୍ସ ସହ ହାତ ମିଳାଇଥିଲେ।

Leave a Reply

Your email address will not be published. Required fields are marked *

Back to top button