‘ମୋ ବିଦ୍ୟୁତ୍’ ଆପ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି “ମୋ ବିଦ୍ୟୁତ୍”‌ ଆପ୍‌ର ଶୁଭାରମ୍ଭ କରିଛନ୍ତି। ଏହି ମାଧ୍ୟମରେ ଜନସାଧାରଣ ଅନ୍‌ଲାଇନ୍‌ରେ ବିଲ୍‌ ପୈଠ କରି ପାରିବେ। ଅନ୍‌ଲାଇନ୍‌ରେ ବିଦ୍ୟୁତ୍‌ ଦେୟ ଦେଲେ ଉପଭୋକ୍ତମାନଙ୍କୁ ୨ ପ୍ରତିଶତ ରିହାତି ମିଳିବ। ଏହାଛଡା ଏହି ଆପ୍‌ ଜରିଆରେ ବିଦ୍ୟୁତ୍‌ ଉପଭୋକ୍ତାଙ୍କ ଅଭିଯୋଗର ତୁରନ୍ତ ସାମଧାନ କରାଯାଇ ପାରିବ।

1 Comment

  1. It is very innovative ideas of CM odisha. P

ମତାମତ ଦିଅନ୍ତୁ ।