ମୁଖ୍ୟ ନିର୍ବାଚନ କମିସନର ଓ ନିର୍ବାଚନ କମିସନର କରୋନା ପଜିଟିଭ୍‌

0

ନୂଆଦିଲ୍ଲୀ : ଦେଶରେ ମୁଖ୍ୟ ନିର୍ବାଚନ କମିସନର ସୁଶୀଲ ଚନ୍ଦ୍ରା ଓ ନିର୍ବାଚନ କମିସନର ରାଜୀବ କୁମାର କରୋନା ସଂକ୍ରମିତ ହୋଇଛନ୍ତି। ନିର୍ବାଚନ ଅୟୋଗରେ ଦୁଇ ପ୍ରମୁଖ କରୋନା ସଂକ୍ରମିତ ହେବା ପରେ ଏହାକୁ ନେଇ କାର୍ଯ୍ୟାଳୟରେ ଭୟର ବାତାବରଣ ଖେଳିଯାଇଛି। ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ଅବସର ନେବାର ମାତ୍ର କିଛିଦିନ ଆଗରୁ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିସନର‌ ଭାବେ ନିଯୁକ୍ତି ପାଇଥିଲେ।

Leave A Reply

Your email address will not be published.