ନଭେମ୍ବର ୨ରେ ଖୋଲିବ ଏମ୍‌ସ ହସ୍ପିଟାଲ ଓପିଡି

ଭୁବନେଶ୍ଵର : କରୋନା କଟକଣା ପାଇଁ ଜୁଲାଇ ୧୦ ତାରିଖରୁ ବନ୍ଦ ରହିଥିବା ଏମ୍‌ସ ହସ୍ପିଟାଲ ଓପିଡି ନଭେମ୍ବର ୨ ତାରିଖରେ ଖୋଲିବ। ନଭେମ୍ବର ୮ ପର୍ଯ୍ୟନ୍ତ ପ୍ରତି ବିଭାଗରେ ମାତ୍ର ୩୦ ରୋଗୀଙ୍କୁ ଡାକ୍ତର ଦେଖିବେ ବୋଲି ସୂଚନା ମିଳିଛି।

ମତାମତ ଦିଅନ୍ତୁ ।