ନମିଶ ଯାଦବଙ୍କ ବିରୋଧରେ ଲାଗିଲା ଏନ୍ଏସ୍‌ଏ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାର ଜଣେ କୁଖ୍ୟାତ ଅପରାଧୀଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ଲାଗୁ ହୋଇଥିବା ଜଣାଯାଇଛି। ୨୦୧୯ ମସିହାରେ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ଠାରେ ହୋଇଥିବା ଏକ ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତି ଥିବା ଅଭିଯୋଗରେ ଜେଲରେ ଥିବା ନମିଶ ଯାଦବ ନାମରେ ଜାତୀୟ ନିରାପତ୍ତା ଆଇନ(ଏନ୍‌ଏସ୍‌ଏ) ଲାଗୁ ହୋଇଛି।  ଶୁକ୍ରବାର ଏନେଇ ଏକ  ଆଦେଶନାମା ପ୍ରକାଶ ପାଇଥିବା ବିଶ୍ବସ୍ତ ସୂତ୍ରରୁ  ସୂଚନା ମିଳିଛି।

ମତାମତ ଦିଅନ୍ତୁ ।