ନାରୀମାନଙ୍କୁ ରାତିରେ ଏହି ୫ଟି କାର୍ଯ୍ୟ କରିବା ମନା

ଆଚାର୍ଯ୍ୟ ଚାଣକ୍ୟ ମଣିଷ ସମାଜରେ ହେଉଥିବା ସମସ୍ୟା ଗୁଡିକ ର ସମସ୍ତ ସମାଧାନ ନିଜର ପୁସ୍ତକ ଚାଣକ୍ୟ ନୀତିରେ ରଚନା କରିଛନ୍ତି। ତେବେ ଏହି ଚାଣକ୍ୟ ନୀତିରେ ସ୍ତ୍ରୀ ମାନକ ପାଇଁ କିଛି ନିୟମ ଲେଖା ଅଛି ଯାହାକୁ କି ଭୁଲ ରେ କରିବା ଉଚିତ ନୁହଁ। ନଚେତ ଘର ଉପରେ ଏହା ର କୁ ପ୍ରଭାବ ପଡିଥାଏ। 

  • ପ୍ରଥମ ରେ ହେଉଛି ଯେ ସ୍ତ୍ରୀ ମାନକୁ କେବେବି କୋକା କେଶ କରି ଶୋଇବା ଉଚିତ ନୁହଁ। ଯେଉଁ ସ୍ତ୍ରୀ ମାନଙ୍କ ର ଲମ୍ବା କେଶ ଅଛି ସେମାନେ କେବେବି ବି ନିଜର କେଶ କୁ ଖୋଲି ଶୋଇବା ଉଚିତ ନୁହଁ। ଏହା କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ର ପ୍ରଭାବ ରହିଥାଏ। ଏହା ଦ୍ୱାରା ନାକରାତ୍ମକ ଶକ୍ତି ଗୁଡ଼ିକ ଅଧିକ ଶକ୍ତି ଶାଳୀ ହୋଇଥାନ୍ତି। ଯାହା ଫଳରେ ଆପଣ ବହିଟି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ତେଣୁ କେବେବି ଖୋଲା କେଶ କରି ଶୋଇବା ଉଛି ନୁହଁ।
  • ଦ୍ୱିତୀୟ ରେ ହେଉଛି କେବେବି ରାତିରେ ସ୍ତ୍ରୀ ଲୋକ ମାନେ ଚାରି ଛକ କୁ ଯିବା ଉଚିତ ନୁହଁ। ଏହି ଛକ ଜାଗା କୁ ସ୍ତ୍ରୀ ବ୍ୟତୀତ କୌଣସି ପୁରୁଷ ମାନେ ମଧ୍ୟ ଯିବା ଉଚିତ ନୁହଁ। କାହିଁକି ନା ଏହିପରି ସ୍ଥାନ ମାନକର ବହୁତ ପ୍ରକାର ର ଯାଦୁ ଓ ମନ୍ତ୍ର ତନ୍ତ୍ର ଇତ୍ୟାଦି ବହତ ନାକରାତ୍ମକ ଶକ୍ତି ର କାର୍ଯ୍ୟ ହୋଇଥାଏ। ଆପଣ ଲକ୍ଷ ରଖିଥିବେ ଯେ ବେଳେ ବେଳେ ଛକ ମାନକରେ ଲେମ୍ବୁ ଇତ୍ୟାଦି ପଡିଥାଏ। କିମ୍ବା କୌଣସି ବୋତଲ ରେ କିଛି ପୁରାଇ ରଖାଯାଇଥାଏ। ତେବେ ସେହି ପରି ଜିନିଷ କୁ କେବେବି ଛୁଇଁବା ଉଚିତ ନୁହଁ। ଏହା ଦ୍ବାରା ସେହି ଖରାପ ଶକ୍ତି ର ପ୍ରଭାବ ଆପଣ ଙ୍କ ଉପରେ ପଡିଥାଏ।
  • ତୃତୀୟରେ ରାତିରେ ଶୋଇବା ବେଳେ କେବେବି ଅତର ଲଗାଇ ଶୋଇବା ଉଚିତ ନୁହଁ। ଏହା ଦ୍ବାରା ମଧ୍ୟ ନକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ। ବେଳେ ବେଳେ ଆପଣ ଶୋଇଲା ବେଳେ ଆପଣଂକୁ ଏପରି ଲାଗିଥାଏ ଯେପରି କେହି ଜଣେ ଆପଣଂକୁ ଛୁଇଁ ଦେଇ ଯାଉଛି। ଆହୁରି ମଧ୍ୟ ଏପରି ଲାଗିଥାଏ ଯେପରି କେହି ଆପଣ ଙ୍କ ଉପରେ ବସିଛି କିମ୍ବା ଆହୁରି ଏପରି ଲାଗିଥାଏ । ଯେପରି କେହି ଝରକାରୁ ବସି ଆପଣ କୁ ଚାହୁଁଛି। ଏହା ସେତେବେଳେ ହୋଇଥାଏ ଯେତେବେଳେ ଆପଣ ରାତିରେ ଅତର ଲଗାଇ ଶୋଇଥାନ୍ତି। ତେଣୁ ରାତିରେ କେବେବି ଅତର ଲଗାଇ ଶୋଇବା ଉଚିତ ନୁହଁ।
  • ଶେଷରେ ହେଉଛି ମଧ୍ୟ ରାତ୍ରି ପରେ କେବେବି ଶାରରିକ ସମ୍ପର୍କ ରଖିବା ଉଚିତ ନୁହଁ। ଏହି ସମୟ ଭଗବାନ ଙ୍କ ର ପୂଜା ପାଠ ର ସମୟ ହୋଇଥାଏ। ତେଣୁ ଏହି ସମୟରେ ଶାରୀରିକ ସମ୍ପର୍କ ରଖିଲେ ଏହା ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇଥାଏ। ତେଣୁ ମଧ୍ୟ ରାତ୍ରି ପରେ ଭୁଲ ରେ ବି କେବେବି ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହଁ।

ମତାମତ ଦିଅନ୍ତୁ ।