April 5, 2020

ଟୁଇଟରରେ ପି ଚିଦମ୍ବରମ୍‌ ଓ ତାଙ୍କ ପୁତ୍ରକୁ ହତ୍ୟା ଧମକ

ନୂଆଦିଲ୍ଲୀ : ଟୁଇଟରରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ପି ଚିଦମ୍ବରମ୍‌ ଓ ତାଙ୍କ ପୁତ୍ର କର୍ତ୍ତୀ ଚିଦମ୍ବରମଙ୍କୁ ‘ଅପମାନ ସୂଚକ’ ମନ୍ତବ୍ୟ ଦେବା ସହ ହତ୍ୟା ଧମକ ଦେବା ଘଟଣାରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏହି ବ୍ୟକ୍ତି ଜଣକ ତାମିଲନାଡ଼ୁର ଶିବଗଙ୍ଗା ଜିଲ୍ଲା ଅନ୍ତର୍ଗତ କାରାଇକୁଡ଼ର ବାସିନ୍ଦା ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *