କାଶ୍ମୀର ପରିସ୍ଥିତି ନେଇ ମହବୁବାଙ୍କ ଘରେ ସର୍ବଦଳୀୟ ବୈଠକ

ନୂଆଦିଲ୍ଲୀ: କାଶ୍ମୀର ପରିସ୍ଥିତିକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳମାନଙ୍କର ଏକ ବୈଠକ ରବିବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତିଙ୍କ ଘରେ ବସିଛି। ବୈଠକ ହୋଟେଲରେ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଥିଲେ ହେଁ ଏଥିପାଇଁ ପୋଲିସ ଅନୁମତି ମିଳିନଥିଲା। ତେବେ ଏହି ବୈଠକରେ ନ୍ୟାସନାଲ କନଫରେନ୍ସର ଓମାର ଅବଦୁଲ୍ଲାଙ୍କ ସମେତ ରାଜ୍ୟ କଂଗ୍ରେସର ବରିଷ୍ଠନେତାମାନେ ଯୋଗଦେଇଛନ୍ତି।

ମତାମତ ଦିଅନ୍ତୁ ।