ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲଂଘନ

ନୂଆଦିଲ୍ଲୀ : ପାକିସ୍ତାନ ବୁଧବାର ରାତିରେ ପୁଣି ଥରେ ଅସ୍ତ୍ରବିରତିର ଉଲଂଘନ କରିଛି। ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାର ସୁନ୍ଦରବଣୀ ସେକ୍ଟରରେ ପାକିସ୍ତାନ ପଟୁ ହୋଇଛି ଗୁଳି ବର୍ଷା। ଏହା ଜାରି ରହିଛି। ଭାରତୀୟ ସେନା ଏହାର କଡ଼ା ଜବାବ ଦେଉଥିଲେ ହେଁ ପାକିସ୍ତାନର ଏଭଳି ବ୍ୟବହାର ଭାରତୀୟ ସେନା ଉତ୍ତେଜିତ କରୁଛି। ସୂଚନାଯୋଗ୍ୟ ଗତ ଜୁଲାଇ ମାସରେ ପାକିସ୍ତାନ ୨୭୨ ଥର ଅସ୍ତ୍ରବିରତି ଉଲଂଘନ ହୋଇଛି।  

ମତାମତ ଦିଅନ୍ତୁ ।