April 5, 2020

ଶ୍ରୀମନ୍ଦିର ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩ରେ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ଆଜି ଶ୍ରୀମନ୍ଦିର ମାମଲାର ଶୁଣାଣି ହୋଇଛି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଏହି ମାମଲାର ଶୁଣାଣୀ କରିଥିଲେ। ପୁରୀ ଉଚ୍ଛେଦ ପ୍ରକ୍ରିୟାର ସମୀକ୍ଷା ରିପୋର୍ଟ ଦାଖଲ ପାଇଁ ଆମିକସ୍‌ କ୍ୟୁରୀ ଦୁଇ ସପ୍ତାହ ମାଗିଥିବା ବେଳେ ସମନ୍ୱୟ ରକ୍ଷାକରି ନିଷ୍ପତ୍ତି ନେବାକୁ କୋର୍ଟ ପରାମର୍ଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣୀ ଆସନ୍ତା ଅକ୍ଟୋବର ୩ ତାରିଖରେ ହେବ।

Leave a Reply

Your email address will not be published. Required fields are marked *