ଭାରତ ଫେରିଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରାୟ ଏକ ସପ୍ତାହର ଆମେରିକା ଗସ୍ତ ସାରି ଆଜି ଭାରତ ଫେରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ବିମାନବନ୍ଦର ବାହାରେ ଉଚ୍ଛସିତ ସମ୍ବର୍ଦ୍ଧନା ଦିଆଯାଇଛି। ପାଲାମ ଟେକନିକାଲ ଏରିଆରେ ବିଜେପି କର୍ମୀମାନେ ଏକ ସ୍ଵତନ୍ତ୍ର ସମାରୋହ କରି ତାଙ୍କୁ ସ୍ଵାଗତ କରିଥିଲେ।

ମତାମତ ଦିଅନ୍ତୁ ।