April 7, 2020

ଜମ୍ମୁ-କଶ୍ମୀର: ସ୍କୁଲ ଜାଳିଦେଲେ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଶୋପିଆନ୍‌ ଜିଲ୍ଲାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଏକ ସରକାରୀ ସ୍କୁଲରେ ନିଆଁ ଲଗାଇଦେଇଛନ୍ତି। ଏହି ସ୍କୁଲରେ ଆସନ୍ତା କାଲି ଛାତ୍ରଛାତ୍ରୀମାନେ ବୋର୍ଡ ପରୀକ୍ଷା ଦେଇଥା’ନ୍ତା। ଗତ କିଛିଦିନ ଆଗରୁ ପୁଲ୍‌ୱାମାର ଏକ ସ୍କୁଲ ବାହାରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ଆତଙ୍କବାଦୀ। ଗୁଳି ବିନିମୟ ଯୋଗୁ ୫ ଜଣ ଛାତ୍ରଛାତ୍ରୀ ସ୍କୁଲ ଭିତରେ ଅଟକି ରହିଥିଲେ।

Leave a Reply

Your email address will not be published. Required fields are marked *