Sat. Dec 14th, 2019

ସ୍ଥିତି ସୁଧୁରିବା ପରେ କଶ୍ମୀରରେ ଇଣ୍ଟରନେଟ ସେବା : ଉପରାଜ୍ୟପାଳ ମୁର୍ମୁ

ନୂଆଦିଲ୍ଲୀ : କଶ୍ମୀରରେ ସ୍ଥିତି ସ୍ୱାଭାବିକ ହେଲେ ଇଣ୍ଟରନେଟ ସେବା ଆରମ୍ଭ ପାଇଁ ଅନୁମତି ଦିଆଯିବ। ଏହା କହିଛନ୍ତି ଉପ-ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ। ତେବେ କେବେ ସୁଦ୍ଧା ଇଣ୍ଟରନେଟ ସେବା ସ୍ୱାଭାବିକ ହେବ ସେ ସଂପର୍କରେ ସେ କୌଣସି ସମୟସୀମା ଦେବାକୁ ମନା କରିଦେଇଛନ୍ତି। ଅନ୍ୟପକ୍ଷରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଥିଲେ ଗୃହବନ୍ଦୀଥିବା ରାଜନେତା ମେହବୁବା ମୁଫତି ଓ ଓମାର ଓବଦୁଲ୍ଲାଙ୍କୁ କେବେ ଛଡାଯିବ ତାହା କୁହାଯାଇପାରିବ ନାହିଁ।

Leave a Reply

Your email address will not be published. Required fields are marked *