Mon. Dec 16th, 2019

ସମସ୍ତ ବିବାହିତା ମହିଳାଙ୍କୁ ଦ୍ରୈାପଦୀ କଣ କହିଥିଲେ ?

ମହାଭାରତ ଜାଣିଥିବା ଲୋକେ ଦ୍ରୈାପଦୀଙ୍କୁ ବହୁତ ଭଲ ଭାବେ ଜାଣିଥିବେ। କେତେକ ବ୍ୟକ୍ତି ଦ୍ରୈାପଦୀଙ୍କୁ ଇତିହାସର ସବୁଠୁ ସୁନ୍ଦରୀ ମହିଳା ଭାବେ ମାନନ୍ତି। କେତେକ ଲୋକଙ୍କ କହିବାନୁସାରେ ମହାଭାରତ ହେବାର କାରଣ ଦ୍ରୈାପଦୀ ଥିଲେ। ଆଜି ଆମେ ଜାଣିବା ଦ୍ରୈାପଦୀ କହିଥିବା କେତେକ ଜରୁରୀ କଥା ବିଷୟରେ ଯାହା ସମସ୍ତ ମହିଳାଙ୍କୁ ନିଶ୍ଚୟ ଜାଣିବା ଉଚିତ୍।


୧. ଆଜିକାଲି ଅଧିକାଂଶ ମହିଳା ବିବାହ ପରେ ନିଜ ସ୍ବାମୀଙ୍କୁ ନିଜ ନିୟନ୍ତ୍ରଣରେ ରଖିବା ବିଷୟରେ ଭାବିଥାଆନ୍ତି। କିନ୍ତୁ ଦ୍ରୈାପଦୀ କହିଥିଲେ ଯେ କେବେ ବି ଏହିଭଳି ଚିନ୍ତାଧାରା ରଖିବା ଅନୁଚିତ୍। ନଚେତ୍ ତାଙ୍କର ଘର ସଂସାର ଉଜୁଡ଼ିଯିବ ଏବଂ ସମ୍ପର୍କ ମଧ୍ୟ ଭାଙ୍ଗିଯିବ।


୨. ମହିଳାଙ୍କୁ କେବେବି ନିଜ ଘରର କୈାଣସି କଥା କାହାକୁ କାହା ଆଗରେ ପ୍ରକାଶ କରିବା ଅନୁଚିତ୍। ଏହା ଦ୍ବାରା ଆପଣଙ୍କ ଘରର ସମସ୍ୟା ଅନ୍ୟମାନେ ଜାଣି ଯାଇଥାଆନ୍ତି। ଶତ୍ରୃ ଆପଣଙ୍କ କଥାର ଫାଇଦା ଉଠାଇ ଆପଣଙ୍କ ଜୀବନକୁ ଜଟିଳ କରି ଦେଇପାରନ୍ତି।


୩. ଜଣେ ସଚ୍ଚୋଟ ଏବଂ ଉତ୍ତମ ସ୍ବଭାବର ଝିଅକୁ ସବୁବେଳେ ନୀଚ ସ୍ବଭାବର ଝିଅଠୁ ଦୂରେଇ ରହିବା ଉଚିତ୍। ଏହିଭଳି ନୀଚ ସ୍ବଭାବର ଝିଅ ଭଲ ହସିଲା ପୂରିଲା ସଂସାରରେ ନିଆଁ ଲଗାଇ ଦେଇଥାଆନ୍ତି।


୪. ଦ୍ରୈାପଦୀ ସମସ୍ତ ମହିଳାଙ୍କ ପାଇଁ ଏହି କଥା କହିଛନ୍ତି ଯେ ଜଣେ ମହିଳା ପାଇଁ ତାଙ୍କ ସ୍ବାମୀ ସବୁ କିଛି ହୋଇଥାଆନ୍ତି। ଏଥିପାଇଁ କୈାଣସି ମହିଳାଙ୍କୁ ଖରାପ ସମୟରେ ଚିନ୍ତା କରିବା ଅନୁଚିତ୍ ଏବଂ ସବୁ ପରିସ୍ଥିତିରେ ନିଜ ସ୍ବାମୀଙ୍କ ସହ ରହିବା ଉଚିତ୍। ଏଥିପାଇଁ ପ୍ରତ୍ୟେକ ମହିଳାଙ୍କୁ ନିଜ ସ୍ବାମୀଙ୍କୁ ଆଦର,ସମ୍ମାନ କରିବା ଉଚିତ୍।

Leave a Reply

Your email address will not be published. Required fields are marked *