Mon. Dec 16th, 2019

ନୂଆଗଡ଼ ଗାଁ’ରେ ଗୋଷ୍ଠୀ ସଂଘର୍ଷ: ୨ମୃତ, ୪ ଆହତ

ଭୁବନେଶ୍ଵର : ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ନୂଆଗଡ଼ ହରିଜନ ସାହିରେ ଗତକାଲି ଘଟିଥିବା ଗୋଷ୍ଠୀ ସଂଘର୍ଷରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି। ୪ ଜଣ ଆହତ ହୋଇଛନ୍ତି। ମୃତକମାନେ ହେଲେ ମନୋଜ ନାଇକ ଓ ପୁନିଆ ନାଇକ। ମନୋଜଙ୍କ ମା ଓ ଜେଜେମା ମଧ୍ୟ ଆହତ ହୋଇଛନ୍ତି। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଗ୍ରାମରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *