Fri. Dec 13th, 2019

ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଚାପୁଡା ମାରିଥିବା ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ୨୦୧୧ ନଭେମ୍ବର ୨୪ରେ ଏକ କାର୍ଯ୍ୟକ୍ରମରେ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଚାପୁଡ଼ା ମାରିଥିବା ଅଭିଯୁକ୍ତକୁ ଅରବିନ୍ଦର ସିଂହଙ୍କୁ ଆଜି ପୋଲିସ ଦିଲ୍ଲୀରୁ ଗିରଫ କରିଛି। ଗିରଫ ପରେ କୋର୍ଟ ତାଙ୍କୁ ନଭେମ୍ବର ୨୫ ଯାଏ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଏକାଧିକ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଯୋଗୁ ଅରବିନ୍ଦର ଅସନ୍ତୁଷ୍ଟ ହୋଇ ଶରଦ ପାୱାରଙ୍କୁ ଚାପୁଡ଼ା ମାରିଥିବା ଚର୍ଚ୍ଚା ହୋଇଥିଲା।

Leave a Reply

Your email address will not be published. Required fields are marked *